ସ୍ୱୀକୃତିପତ୍ର
ଏହି କ୍ରିୟାତ୍ମକ ଗବେଷଣାଟିର ପ୍ରସ୍ତୁତି ପାଇଁ ମୋତେ ସୁଯୋଗ, ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିବାରୁ ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ
ବଲାଙ୍ଗୀର ର ଅଧ୍ୟକ୍ଷ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି କ୍ରିୟାତ୍ମକ ଗବେଷଣା ପାଇଁ ମତେ
ଦିଗଦର୍ଶନ ଦେଇଥିବାରୁ ମୋର ତତ୍ତ୍ଵାବଧାରିକା ଶ୍ରୀମତୀ ଚିନ୍ମୟୀ ସାହୁ ମହୋଦୟାଙ୍କ ଠାରେ
କୃତଜ୍ଞତା ଜ୍ଞାପନ କରୁଛି । ତାଙ୍କ ତତ୍ତ୍ଵାବଧାନ ଏବଂ ସାହାଯ୍ୟ ଦ୍ଵାରା ଏହି ଗବେଷଣା କାର୍ଯ୍ୟ ସମ୍ପାଦିତ ହୋଇ
ପାରିଛି ।
ଏହାପରେ ମୁଁ ନମୁନା ରୂପେ ନେଇଥିବା ସରକାରୀ ଉଚ୍ଚ ପ୍ରାଥମିକ
ବିଦ୍ୟାଳୟ ଟିକ୍ରାପଡ଼ା ର ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛି । ସେମାନଙ୍କ ସହଯୋଗ ଏହି ପ୍ରକଳ୍ପ କାର୍ଯ୍ୟକୁ ସଫଳ କରିବାରେ ସାହାଯ୍ୟ କରିଛି ।
ମୋର ବନ୍ଧୁ ଓ ସହଯୋଗୀମାନେ ମଧ୍ୟ ସାହାଯ୍ୟ ଓ ଉତ୍ସାହ
ଯୋଗାଇ ଏହି ଗବେଷଣା କାର୍ଯ୍ୟଟିକୁ ସଫଳ କରିଥିବାରୁ ସେମାନଙ୍କୁ ଆନ୍ତରିକତାର ସହ ଧନ୍ୟବାଦ
ଜ୍ଞାପନ କରୁଛି ।
ଅନୁସନ୍ଧାନକାରୀ
ଦ୍ଵିତୀୟ ବର୍ଷ ଗୁରୁଛାତ୍ରୀ
ସୂଚି ପତ୍ର
ମୁଖପତ୍ର
ପ୍ରମାଣ ପତ୍ର
ସ୍ଵୀକୃତି ପତ୍ର
କ୍ର .ନଂ. ବିଷୟ ପୃଷ୍ଠା
ଅଧ୍ୟାୟ-୧ ଉପକ୍ରମ
୧.୨ ମାତୃଭାଷା ଶିକ୍ଷାର ଉଦ୍ଦେଶ୍ୟ
୧.୩ ମାତୃଭାଷା ଶିକ୍ଷାଦାନ ର ସାଧାରଣ ଉଦ୍ଦେଶ୍ୟ
୧.୪ ବନାନ ଶିକ୍ଷା
୧.୫ ବର୍ଣ୍ଣାଶୁଦ୍ଧିର କାରଣ ଓ ନିରାକରଣ
୧.୬ ବର୍ଣ୍ଣାଶୁଦ୍ଧି ନିରାକରଣର
ଉପାୟ
୧.୭ ମାତ୍ରାର ସଂଜ୍ଞା ଓ
ସ୍ୱରୂପ
୧.୮ ଗବେଷଣା ର ଆବଶ୍ୟକତା
୧.୯ ସମସ୍ୟାର ବୃତ୍ତାନ୍ତ
୧.୧୦ ଉଦ୍ଦେଶ୍ୟ
୧.୧୧ କ୍ଷେତ୍ର ପରିସୀମିତ
ଅଧ୍ୟାୟ-୨ ଅଧ୍ୟୟନର ସଜ୍ଜୀକରଣ
୨.୧ ପଦ୍ଧତି
୨.୨ ନମୂନା
୨.୩ ତଥ୍ୟ ସଂଗ୍ରହର ସାଧନୀ
୨.୪ କୌଶଳ
୨.୫ ପ୍ରଣାଳୀ
ଅଧ୍ୟାୟ-୩ ତଥ୍ୟ ସଂଗ୍ରହ ଓ
ବିଶ୍ଲେଷଣ
୩.୧ ତଥ୍ୟ ସଂଗ୍ରହ
୩.୨ ତଥ୍ୟ ବିଶ୍ଲେଷଣ
ଅଧ୍ୟାୟ-୪ ଉପସଂହାର
୪.୧ ପ୍ରମୁଖ ଫଳାଫଳ
୪.୨ ଶୈକ୍ଷିକ ନିହିତାର୍ଥ
୪.୩ ଭବିଷ୍ୟତ ଗବେଷଣା ପାଇଁ
ପ୍ରସ୍ତାବ
ଅଧ୍ୟାୟ-୫ ସହାୟକ ପୁସ୍ତକ ଓ
ପରିଶିଷ୍ଟ
୫.୧ ସହାୟକ ପୁସ୍ତକ
୫.୨ ପରିଶିଷ୍ଟ
No comments:
Post a Comment